ଅଦ୍ଭୁତ ପରମ୍ପରା: କ’ଣ ପାଇଁ କଟାଯାଏ ମହିଳାଙ୍କ ଆଙ୍ଗୁଠି

0
indo-1-650x430

ନୂଅ ।ଦିଲ୍ଲୀ: ଦୁନିଅ ।ର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ହେଲେ ଏପରି କିଛି ପ୍ରଥା ବା ପରମ୍ପରା ରହିଛି, ଯାହା ବିଷୟରେ ଶୁଣିଲେ ଅ ।ଶ୍ଚର୍ଯ୍ୟ ଅନୁଭୂତ ହୋଇଥାଏଛ ଠିକ୍ ସେହିଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଇଣ୍ଡୋନେସିଅ ।ରେ । ଇଣ୍ଡୋନେସିଅ ।ରେ ଏଭଳି ଏକ ଜନଜାତିର ଲୋକେ ବସବାସ କରନ୍ତି, ଯେଉଁଠି ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସେହି ପରିବାରର ଜଣେ ମହିଳାଙ୍କ ଆଙ୍ଗୁଠି କାଟି ଦିଅ ।ଯାଇଥାଏ ।
ସୂଚନା ଅନୁସାରେ, ଇଣ୍ଡୋନେସିଅ । ଦାନୀ ଜନଜାତିରେ ଏଭଳି ପରମ୍ପରା ରହିଛି । ସେମାନଙ୍କର ବିଶ୍ୱାସ ରହିଛି ଯେ, ଜଣେ ମହିଳାଙ୍କ ଆଙ୍ଗୁଠି କାଟିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଅ ।ତ୍ମାକୁ ଶାନ୍ତି ମିଳିଥାଏ ଓ ପରବର୍ତ୍ତୀ ସମୟରେ ସେ ଅ ।ଉ ଭୂତ ହୋଇ ପରିବାରକୁ କୌଣସି ବିପଦ ଅ ।ଣନ୍ତି ନାହିଁ । କିଛି ବର୍ଷ ପୂର୍ବେ ଇଣ୍ଡୋନେସିଅ । ସରକାରଙ୍କ ଦ୍ୱାରା ଏହି ପ୍ରଥାକୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ସେଠାକାର କିଛି ବୟସ୍କ ମହିଳାଙ୍କ ହାତ ଦେଖି ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ । ଯେଉଁଥିରୁ ଜଣାପଡ଼ିବ ଯେ, ଅ ।ଜି ମଧ୍ୟ ଲୁଚାଛପା ଭାବେ ଏହି ପରମ୍ପରା ଲାଗୁ ହେଉଛି ।
ଏହି ପ୍ରକ୍ରିୟାରେ ମହିଳାଙ୍କ ଅ ।ଙ୍ଗୁଠିକୁ କିଛି ଘଣ୍ଟା ପର‌୍ୟ୍ୟନ୍ତ ଜୋରରେ ବାନ୍ଧିଦିଅ ।ଯାଏଛ ସେଠାରେ ରକ୍ତପ୍ରବାହ ବନ୍ଦ କରିବାକୁ ଏପରି କରାଯାଏ । ଏହାପରେ ଏକ ଧାରୁଅ । ଅସ୍ତ୍ର ଅ ।ଣି ସେହି ଅ ।ଙ୍ଗୁଠି ସହ ନଖକୁ ମଧ୍ୟ କାଟିଦିଅ ।ଯାଏ । ଏହି ଜନଜାତିରେ ଏପରି କେତେକ ମହିଳା ରହିଛନ୍ତି, ଯାହାଙ୍କର ଗୋଟେ ନୁହେଁ ବରଂ ଗୋଟେରୁ ଅଧିକ ଅ ।ଙ୍ଗୁଠି କାଟି ଦିଅ ।ଯାଇଛି । ଏହା ବ୍ୟତୀତ ଅ ।ଉ କେତେକ ମହିଳା ରହିଛନ୍ତି, ଯାହାଙ୍କର ଏପର‌୍ୟ୍ୟନ୍ତ ସବୁ ଅ ।ଙ୍ଗୁଠିକୁ କାଟିଦିଅ ।ଯାଇଛି ।

Leave a Reply

Your email address will not be published. Required fields are marked *