ୟୁଥ କ୍ଳବ ଦାମ ହଟିଙ୍ଗ ଫୁଟବଲ କ୍ଲବ ଆନୁକୂଲ୍ୟରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମନ ମହାନ୍ତ ଓରଫ ଲାଲଟୁ ଭାଇ

କେନ୍ଦୁଝର: ୟୁଥ କ୍ଲବ ଦାମ ହଟିଙ୍ଗ ଫୁଟବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଥିବା 24 ତମ ଫୁଟବଲ ଟୁର୍ନାମେଣ୍ଟ ର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ପୌରାଞ୍ଚଳ ର ପୌରାଧ୍ୟକ୍ଷ ଲକ୍ଷ୍ମନ ମହାନ୍ତ ଓରଫ ଲାଲଟୁ ଭାଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେରେଣ୍ଡା ଗ୍ରାମ ପଂଚାୟତ ର ଜଣାଶୁଣା ନେତା ତଥା ସମାଜସେଵୀ ସୁନୀଲ ଦତ୍ତ ଓ ବଡ଼ବିଲ ପୌରାଞ୍ଚଳ ଦୁଇ ନମ୍ବର ୱାର୍ଡ ର ବି ଜେ ଡି ନେତା ଲଚ୍ଛମନ ମହାନ୍ତ ଯୋଗ ଦେଇଥିଲେ ଉଦ୍ଘାଟନୀ ଦିବସର ଫାଇନାଲ ମ୍ୟାଚ ରେ ବଡ଼ବିଲ ର ଜଣାଶୁଣା ଫୁଟବଲ ଟିମ ଗଣେଶ କ୍ଲବ -2 ଓ ବଡ଼ବିଲ ର ନିଖିଲ 11 ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ଗଣେଶ କ୍ଲବ ଟିମ 2-0 ରେ ବିଜୟୀ ହୋଇ ଏକ ଲକ୍ଷ ପୁରସ୍କାର ରାଶି ସହ ଟ୍ରଫି ର ହକଦାର ହୋଇଛନ୍ତି l

Leave a Reply

Your email address will not be published. Required fields are marked *