କିଟ୍ ରେ ୟୁଥ୍-୨୦ କନସଲଟେସନ୍ ଉଦଯାପିତ

ଭୁବନେଶ୍ୱର: କୀଟ ବିଶ୍ଵ ବିଦ୍ୟାଳୟରେ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଚାଲୁଥିବା ୟୁଥ-୨୦ କନ୍‍ସଲ୍‍ଟେସନ୍‍
ଶନିବାର ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି
ଭାବେ ଯୋଗ ଦେଇଥôବ ।ବେଳେ ମାଲ୍‍ଟା ଉଚ୍ଚାୟୁକ୍ତ ରୁବେନ୍‍ ଗଉସି, କିଟ୍‍ ବିଶବ୍ୱ ିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ,
କଳୁ ସଚବି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ୱାଲିଟି ଅସ୍ୟୁ ରାନ୍‍ସ ନେି ର୍ଦ୍ଦଶକ ପ୍ରଫେସର ସି.କେ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି
ୟୁଥ-୨୦ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୨୦ ଦେଶରୁ ଆସିଥିବ।ସାଂସଦ, କୂଟନୀତିଜ୍ଞ ଓ ଶିକ୍ଷାବିତ୍‍ମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ବିଶ୍ୱରୁ ଜଳବାୟୁ ପରିବର୍ତ୍ତନ ଓ ଦାରିଦ୍ର‌୍ୟ ଭଳି ସମସ୍ୟାର ସମାଧାନ ନିମନ୍ତେ ସମସ୍ତେ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି ବୋଲି କହିଥେô ଲ । ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ ମତ ଦେଇଥିଲେ । ଶ୍ରୀ ଗଉସି ନଜି
ବକ୍ତବ୍ୟରେ ୟଥୁ -୨୦ କୀଟ ଓ କିସ୍ ପ୍ରତିଷ୍ଠି।ତା ଅଚ୍ୟୁତ ସାମନ୍ତଙ୍କ ନେତତୃ ରେ ଅତି ସୁରଖୁରୁରେ ସମ୍ପନ୍ନହୋଇଥôବ ।ରୁ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ସେ କହେି ଲ, ସବର୍ଦ । ବଭି ନି ୍ନ ପସ୍ର ଙ୍ଗ ଉପରେ ଭନିମତ ପୋଷଣ କରଥୁ ôବ । ବଭି ନି ୍ନଦେଶର ସାଂସଦମାନେ ଏହି କାର୍ଯ୍ୟକ୍ରମ ପାଇଁ ଏକଜୁଟ ହେବା ଏକ ଶୁଭ ସଙ୍କେତ । ସେହିପରି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ଦୁଇ ଦିନ ଧରି
ଚାଲଥି ôବା ଏହି କାର୍ଯ୍ୟକ୍ରମ ଦେଶର ଯୁବଗୋଷ୍ଠୀଙ୍କ

ସାମର୍ଥ୍ୟ କୁ ଯଥାର୍ଥ ପ୍ରତିପାଦିତ କରିପାରିଛି ଯେ କୌଣସିକ୍ଷେତ୍ରରେ ଏକ ସା୍ଥୟୀ ସଂରଚନା ନିମନ୍ତେ ଜ୍ଞାନ ଯେ ସର୍ବବ୍ୟାପୀ ଏହା ଆଜି ପ୍ରମାଣିତ ହୋଇପାରିଛି । ଏହି ଅବସରରେ ବିଶ୍ଵସ୍ତରରେ ଓଡ଼ିଶା କିଭଳି
ସ୍ୱଦେଶୀ ଜ୍ଞାନ କୌଶଳ ଦିଗରେ ଅଗ୍ରଗତିହୋଇପାରିଛିସେ ସଂପର୍କେ ର ପ୍ରଫେସର ସାମନ୍ତ କହଥି ôଲେ । ପ୍ରଫେସର ମହାନ୍ତି ଏହି
କାର୍ଯ୍ୟକ୍ରମକୁ ସଫଳ କରବି । ଦିଗରେ ବଭି ିନ୍ନକ୍ଷେତ୍େର ର ସହଯୋଗ ଯୋଗାଇ ଦେଇଥôବ । ସମସ୍ତ ଛାତଛ୍ର ।ତ୍ରୀ, କର୍ମଚାରୀ, ଅଧ୍ୟାପକ
ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପଯୁକ୍ତ ଦିଗଦର୍ଶନ ଏହି କାର୍ଯ୍ୟକ୍ରମକୁ ସଫଳ କରିଛିବୋଲି
ପ୍ରଫେସର ମହାନ୍ତି କହିଥେô ଲ ।ଶେଷରେ ପ୍ରଫେସର ପାଣିଗ୍ରହୀ ଧନ୍ୟବାଦ ଅର୍ପଣ କରିଥେô ଲ ।

Leave a Reply

Your email address will not be published. Required fields are marked *