ଟ୍ବିନ୍ ସିଟି

କଟକରେ କରୋନା ମୁକାବିଲା : ସହଯୋଗ କରୁଛନ୍ତି ସାହି ପୂଜା କମିଟି

ଭୁବନେଶ୍ୱର/କଟକ, (ପ୍ରବାହ ନ୍ୟୁଜ୍‌): କଟକ ସହରରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ସହରର ୫୯ଟି...

ରଥଯାତ୍ରା ବନ୍ଦ ପାଇଁ ଫିକ୍ସିଂ କରିଥିଲେ ରାଜ୍ୟ ସରକାର

ଆଇନମନ୍ତ୍ରୀ , ଏଜିଙ୍କୁ ବହିଷ୍କାର ଦାବି କଲା କଂଗ୍ରେସଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ...

ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ

କଟକ କାର୍ଟ ମୋବାଇଲ ଲଣ୍ଡ୍ରୀର ଶୁଭାରମ୍ଭପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନଉପକୃତ ହେବେ ୨୧ ହଜାର ଶ୍ରମିକକଟକ, (ପ୍ରବାହ ନ୍ୟୁଜ୍‌): ଅଗ୍ରଣୀ ବ୍ୟାଙ୍କ୍ (ୟୁକୋ ବ୍ୟାଙ୍କ୍‌), କଟକଙ୍କ ଅ ।ନୁକୂଲ୍ୟରେ...

ଜବରଦଖଲରେ ଶ୍ରୀମନ୍ଦିର ଭୂ ସମ୍ପତ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯେଭଳି ଭାବାବେଗ ପ୍ରକାଶ ପାଇଛି...

ଗୋପବନ୍ଧୁ କୋଭିଡ୍ ଚିକିତ୍ସାଳୟ ଲୋକାର୍ପିତ

ଏହି ସର୍ବଶ୍ରେଷ୍ଠ ଚିକିତ୍ସାଳୟ କରୋନାପୀଡ଼ିତଙ୍କୁ ଉତ୍ତମ ସେବା ଦେବ\'କଟକ, (ନି.ପ୍ର) : ଅ ।ଠଗଡ଼ ମାଧବପୁରଠାରେ ପ୍ରତିଷ୍ଠିତ ୧୫୦ରୁ ଊଦ୍ଧର୍‌ବ ଶଯ୍ୟା ବିଶିଷ୍ଟ କୋଭିଡ୍ ଚିକିତ୍ସାଳୟ ଓ...

ପୁଣି ଡିଏଲ୍ ଓ ଏଲଏଲ୍ ପାଇଁ ସ୍ଲଟ ବୁକିଂ ବାତିଲ କଲେ ପରିବହନ କମିସନର

ଭୁବନେଶ୍ୱର,(ନି.ପ୍ର) : ଅ ।ଜିଠାରୁ ଡ୍ରାଇଭିଂ ଲାଇସେନ୍ସ ( ଡିଏଲ୍‌) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ପାଇଁ ସ୍ଲଟ ବୁକିଂ ହେ ବୋଲି ଗତକାଲି ପରିବହନ କମିସନର...

କିମ୍‌ସ କୋଭିଡ ହସପିଟାଲରେ ହଜାରେ ରୋଗୀ ଚିକିତ୍ସିତ

ଭୁବନେଶ୍ୱର, (ନି.ପ୍ର) : କିମ୍‌ସ ଓଡ଼ିଶା କୋଭିଡ ହସପିଟାଲରେ ଜୁନ ୧୧ ସୁଦ୍ଧା ୧୦୨୦ ରୋଗୀ ଚିକିତ୍ସିତ ହୋଇଛନ୍ତି । ଓଡ଼ିଶାର ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ...

ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ୍ ସାବିତ୍ରୀ ରଥଙ୍କ ଶପଥ

କଟକ, (ନି.ପ୍ର) : ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଗୁରୁବାର ଜଷ୍ଟିସ୍ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କନ୍‌ଫରେନ୍ସ ହଲରେ ନିରାଡ଼ମ୍ବର...

ୟଙ୍ଗ୍ ଅର୍ବାନ ୱିମେନ୍ ଫୋରମ୍‌ର ପ୍ରତିନିଧିଙ୍କୁ ଡିଗିନିଟି କିଟ୍ ବିତରଣ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହିଳା ଓ ଯୁବତୀ ମାନଙ୍କର ଋତୁସ୍ରାବ ସଂକ୍ରାନ୍ତିୟ ଅନ୍ଧବିଶ୍ୱାସକୁ ଦୂର କରିବା, ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଆକ୍ସନ୍‌ଏଡ୍‌,...

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ସୀମାନ୍ତ ଜିଲାକୁ ପଙ୍ଗପାଳ ଅ ।ଲର୍ଟଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯଇଛି...

ସୈନିକସ୍କୁଲ ଶିକ୍ଷାର୍ଥୀଙ୍କୁ ଅନଲାଇନ୍ ପାଠ୍ୟଦାନ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଅ ।ଯାଇଥିବା ବେଳେ , ସୈନିକସ୍କୁଲ ଏହାର...