ଟ୍ବିନ୍ ସିଟି

୩୮ ଲକ୍ଷ ପିଲା ଅନ୍‌ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ

କେବଳ ୬୧.୯୩% ପିଲାଙ୍କ ଘରେ ରହିଛି ଟିଭିଗଠନ ହୋଇଛି ୨, ୭୯, ୭୫୫ଟି ହ୍ୱାଟ୍‌ସଆପ୍ ଗ୍ରୁପ୩୧.୯୫% ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନରେ ଶିକ୍ଷା ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରେଣୀ...

ଧର୍ମପରାୟଣ ମହିଳାଙ୍କ ପରଲୋକ

କଟକ, (ପ୍ରବାହ ନ୍ୟୁଜ୍‌): କେଶରପୁର ଅଞ୍ଚଳର ଧର୍ମପରାୟଣ ମହିଳା ତଥା ସ୍ଥାନୀୟ ନିବାସୀ ଶଚୀନ୍ଦ୍ର ମହାପାତ୍ରା (ବାବୁଲି)ଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ...

ରାଜଧାନୀରେ ଲକ୍‌ଡାଉନ୍ ଓ ଶଟ୍‌ଡାଉନ କମାଇଛି ଦୁର୍ଘଟଣା

୩ ମାସରେ ୬୬ ପ୍ରତିଶତ ହ୍ରାସପ୍ରଥମ ତ୍ରୈମାସରେ ୧୮୯ ଓ ଦ୍ୱିତୀୟରେ ୬୪ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜଧାନୀରେ ଲକ୍‌ଡାଉନ ଓ ଶଟ୍‌ଡାଉନ କମାଇଛି ଦୁର୍ଘଟଣା ।...

ଅଢ଼େଇ ବର୍ଷରେ ୧୪ ହାତୀ ମୃତ

ଭୁବନେଶ୍ୱର/କେନ୍ଦୁଝର, (ପ୍ରବାହ ନ୍ୟୁଜ୍‌): ବନ ବିଭାଗ ଅଧିକାରୀଙ୍କ ଖାମଖିଅ ।ଲ ମନୋଭାବ ଯୋଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି । ହାତୀ ସୁରକ୍ଷା...

ଦୁର୍ଦ୍ଦିନରେ ଗଣମାଧ୍ୟମ କର୍ମଚାରୀ

ଭୁବନେଶ୍ୱର, (ଅଭିମନ୍ୟୁ ମହାପାତ୍ର): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଚାଲିଥିଲା ତାଲା ବନ୍ଦ । ଏବେ ସାମୟିକ ଲକ୍‌ଡାଉନ୍ ଓ ଶଟ୍‌ଡାଉନ ମଧ୍ୟ...

ସେବା ଉତ୍ସବ-୨୦୨୦ ଉଦ୍‌ଯାପିତ ଅନ୍ୟୁନତ ଲୋକଙ୍କ ଆଖିରେ ସ୍ୱପ୍ନ ଭରିଲା ଅନୁଷ୍ଠାନ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ଜୁଲାଇ ୧ରୁ ଆରମ୍ଭ ହୋଇଥିବା ସେବା ଉତ୍ସବ-୨୦୨୦ ବାହାଡାଝୋଲା ଅରବିନ୍ଦ ଶିକ୍ଷା ଅନୁଷ୍ଠାନ ପରିସରରେ ସେବା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ...

ଅଣସଂଗଠିତ ଶ୍ରମିକ ମାନଙ୍କୁ ସରକାର ତୁରନ୍ତ ସାହାଯ୍ୟ କରନ୍ତୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହାମାରୀ କରୋନାର ତାଡନା, ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅଣନିଶ୍ୱାସୀ କରିସାରିଲାଣି । ଜୀବନଜୀବିକା ପାଇଁ ବଞ୍ଚିବାର ରାହା ଦିନକୁ...

ଏସ୍‌ବିଆଇର ୬୫ତମ ବ୍ୟାଙ୍କ ଦିବସ ପାଳିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବୁଧବାର ତାର ୬୫ତମ ବ୍ୟାଙ୍କ ଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବିଭିନ୍ନ ପ୍ରକାର...

ଶ୍ରାବଣ ସୋମବାରେ ମନ୍ଦିର ଯିବେନି କାଉଡ଼ିଆ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅରମ୍ଭ ହେଉଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କରଠାରେ ଜଳ...

ଲକ୍‌ଡାଉନ ମାନୁ ନାହଁନ୍ତି ଲଭ୍ ବାର୍ଡସ

ମଲ୍ ବନ୍ଦ । ସିନେମା ହଲ୍ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍‌କୁ କାହାକୁ ନ ଅ ।ଣିବା...

ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଲେ ନବୀନ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ...

ପୁରୀରେ ବାହୁଡା ପାଇଁ କର୍ଫ୍ୟୁ

୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ପାଇଁ...

୫ ଆଇଏଏସଙ୍କୁ ସବ୍ କଲେକ୍ଟର ନିଯୁକ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ୨୭ ଜୁନ୍ - ରାଜ୍ୟ ସରକାର ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।...