ଦେଶବିଦେଶ

‘ଗୁଣ୍ଡାଗିରି’ ମାଧ୍ୟମରେ କି ବାର୍ତ୍ତା ପ୍ରସାର କରୁଛି ‘ବିଜେପି’: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦେଶର ବୃହତ୍ତମ ରାଜନୈତିକ ଦଳ ଏଭଳି ‘ଗୁଣ୍ଡାଗିରି’ରେ ମାତି ଯୁବସମାଜକୁ କି ପ୍ରକାର ବାର୍ତ୍ତା ଦେଉଛି ବୋଲି ଆଜି ‘ବିଜେପି’କୁ ପରୋକ୍ଷଭାବେ ସମାଲୋଚନା କରି ଦିଲ୍ଲୀର...

ୟୁନିଫର୍ମ ପିନ୍ଧିଥିବା ବେଳେ ତିଳକ ଲଗାଇବାକୁ ଭାରତୀୟ ବଂଶୋଦ୍ଭବ ସୈନିକଙ୍କୁ ଅନୁମତି ଦେଲା ଆମେରିକା ବାୟୁସେନା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ସୈନିକ ଥିବା ଭାରତୀୟ ବଂଶୋଦ୍ଭବ ଦର୍ଶନ ଶାହ ୟୁନିଫର୍ମ ପିନ୍ଧିଥିବା ବେଳେ ମଧ୍ୟ ତିଳକ ଲଗାଇ ପାରିବେ ବୋଲି ଅନୁମତି ପାଇଛନ୍ତି।...

‘ହିରୋ ମୋଟୋକର୍ପ’ର ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ଅଫିସ ଓ ବାସଭବନରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରୁ ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ବାସଭବନ ସମତେ ‘ହିରୋ ମୋଟୋକର୍ପ’ର କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍‌ରେ ଆୟକର ବିଭାଗ ଚଢ଼ାଉ କରିଛି।...

ଶେଷ ହେବ ଇମ୍ରାନଙ୍କ ଶାସନ ! ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ନୱାଜ ସରିଫଙ୍କ ଦଳ

ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଯାଇଛି। ବିରୋଧୀ ଦଳମାନେ ଏକଜୁଟ ହୋଇ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସନ୍ତାକାଲି ସଂସଦରେ...

କଶ୍ମୀର ପଣ୍ଡିତଙ୍କ ପାଇଁ ମୋ ହୃଦୟ କାନ୍ଦୁଛି, ସେ ଘଟଣା ପାଇଁ ମୁଁ ନୁହେଁ ଦିଲ୍ଲୀରେ ଥିବା ସରକାର ଦାୟୀ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ରିଲିଜ୍ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ...

ମଝିି ଆକାଶରେ ଚୀନ୍‌ର ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ, ଭିତରେ ଥିଲେ ୧୩୩ ଯାତ୍ରୀ

ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଚୀନର ଏକ ବିମାନ ଉଡ଼ାଣ କରିବା ପରେ ମଝି ଆକାଶାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ନିଆଁ ପିଣ୍ଡୁଳା...

ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ମିସ୍‌ ୱାଲ୍‌ର୍ଡ ୨୦୨୧; ପ୍ରଥମ ରନର୍‌ ଅପ୍‌ ହେଲେ ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ

ସାଏନ୍‌ ୱାନ୍‌: ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ୱାଲ୍‌ର୍ଡ ୨୦୨୧’ ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ...

ପଞ୍ଜାବ ପ୍ରଦଶେ କଂଗ୍ରେସ କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଲେ ନବଜୋତ୍‌ ସିଂହ ସିଦ୍ଧୁ

ଚଣ୍ଡୀଗଡ଼: ନିକଟରେ ଶେଷ ହୋଇଥିବା ପଞ୍ଜବ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ହେତୁ ଆଜି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ...

ଚୀନ୍‌କୁ ସତର୍କ କଲା ଆମେରିକା: ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ

ୱାସିଂଟନ୍‌: ଲାଗୁ ହୋଇଥିବା କଟକଣା ଏଡ଼ାଇ ବେଜିଙ୍ଗ୍‌ ଯଦି ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କରେ ତେବେ, ନିଶ୍ଚୟ ତା’ର ପରିଣାମ ଭୋଗିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର...

ଦିଲ୍ଲୀର ଗୋକୁଳପୁରୀରେ ବଡ଼ଧରଣର ଅଗ୍ନିକାଣ୍ଡ; ଜୀବନ୍ତ ଦଗ୍ଧ ହୋଇ ୭ଜଣ ମୃତ

ନୂଆଦିଲ୍ଲୀ: ଗତରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬୦ଟି ଝୁମ୍ପୁଡ଼ି ଘର ପୋଡ଼ି ଯିବା ସହ ପ୍ରାୟ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ...

ଉତ୍ତର ‌ପ୍ରଦେଶ: ୨୫୦ରୁ ବହୁ ଅଧିକ ଆସନରେ ଆଗୁଆ ରହି ଅଖିଳେଶଙ୍କୁ ନିରାଶ କଲା ‘ବିଜେପି’

ଲକ୍ଷ୍ନୌ: ଦେଶରେ ରାଜନୈତିକ ଭାବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଥିବା ରାଜ୍ୟ ଉତ୍ତର ପ୍ରଦେଶରେ ‘ବିଜେପି’ ତା’ର ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ଙ୍କ ଉପରେ ଅପରାଜେୟ ଅଗ୍ରଗତି ଦିଗରେ ଯାଉଥିବା...

ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ୯ଜଣ ବାଂଲାଦେଶୀଙ୍କୁ ଭାରତ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶେଖ୍‌ ହସୀନା

ନୂଆଦିଲ୍ଲୀ: ‘ଅପରେସନ୍‌ ଗଙ୍ଗା’ରେ ଭାରତ ୯ଜଣ ବାଂଲାଦେଶୀ ନାଗରିକଙ୍କୁ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ସ୍ଥାନାନ୍ତରଣ କରିଥିବାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା...

କଟପାଙ୍କ ଆଖିବୁଜା ଗୁଳି ଚାଳନାର କାରଣ ଅସ୍ପଷ୍ଟ, ୫ ବିଏସଏଫ ଯବାନ ମୃତ

ଅମୃତସର: ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଛି । ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୬ଜଣ...

ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ...

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର...

You may have missed