ଗୃହ କେତ୍ରାଙ୍କ ପାଇଁ “ଓପୋନ୍ ଡୋର୍ସ’ର ଶୁଭାରମ୍ଭ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସ୍କୋୟାର୍ ୟାର୍ଡସ୍ ସହ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଗୃହ କ୍ରେତାଙ୍କ ପାଇଁ ଏକ ପରିବ୍ୟବସ୍ଥା “ଓପୋନ୍ ଡୋର୍ସ’ର ଶୁଭାରମ୍ଭ କରିବା ଲାଗି ଭାରତର ଅଗ୍ରଣୀ ସମନ୍ୱିତ ରିଅଲ୍ ଇଷ୍ଟେଟ୍ ପ୍ଲାଟ୍ଫର୍ମ ସ୍କୋୟାର୍ ୟାର୍ଡସ୍ ସହ...
