ଭୂବନେଶ୍ୱର “ଅରୁନ୍ଧତୀ ଜ୍ୱେଲର୍ସ”ର ଷଷ୍ଠ ବାର୍ଷିକ ମହୋତ୍ସବ ପାଳନ

ଭୂବନେଶ୍ୱର ୨୩/୯: ଓଡିଶାର ସର୍ବ ବୃହର୍ତ୍ତ ଜୁଏଲାରୀ ବ୍ରାଣ୍ଡ୍ ଅରୁନ୍ଧତୀ ଜ୍ୱେଲର୍ସ ଭୁବନେ ସେପ୍ଟେମ୍ବର ମାସ ୨୨ତାରିଖ ରେ ସୋରୁମ୍‌ରେ ଷଷ୍ଠ ବାର୍ଷିକ ମହୋତ୍ସବ ପାଳନ କରାଯାଉଅଛି । ଏହି ଅବସରରେ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ ଅରୁନ୍ଧତୀର ଏହି ସଫଳ ଯାତ୍ରାରେ ସମସ୍ତ ଗ୍ରାହାକବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଅରୁନ୍ଧତୀ ଉପରେ ଥିବା ଅତୁଟ ବିଶ୍ୱାସ ଆଜି ଅରୁନ୍ଧତୀକୁ ରାଜ୍ୟର ସର୍ବ ବୃହର୍ତ୍ତ ଓ ସର୍ବଶ୍ରେଷ୍ଠ ଜୁଏଲାରୀ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠିତ କରିପାରିଛି । ସେଥିପାଇଁ ସମସ୍ତ ଗ୍ରାହାକବନ୍ଧୁଙ୍କୁ ଅରୁନ୍ଧତୀ ପରିବାର ତରଫରୁ ହୃଦୟର ଅନ୍ତରରୁ କୃତଜ୍ଞତା ଓ ଧନ୍ୟବାଦ ଅପଣ କରୁଛୁ ।


ଏହି ଷଷ୍ଠ ବାର୍ଷିକ ମହୋତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ଜ୍ୱେଲର୍ସ ପ୍ରଥମ ଥର ପାଇଁ ଓଡିଶାର ସର୍ବୋତମ ଆନିଭସରି ଅଫର ଆଣିଛନ୍ତି । ସୁନ୍ଦର କାରୁକାର୍ଯ୍ୟଭରା ଟେମ୍ପଲ ଗହଣା, ଆଣ୍ଟିକ ଗହଣା , ତୁ ର୍କି ଓ ହାଇ ଏଣ୍ଡ୍ ଫ୍ୟୂାନ୍ସି ବିବାହ ଗହଣା ଉପରେ ଫ୍ଲାଟ୍ ୫୯୯ ଟଙ୍କାର ମେକିଂଚାର୍ଜ ଅଫର ମାତ୍ର ୧୦୦ଘଣ୍ଟା ଦିଆଯାଇଛି , ହିରା ମୂଲ୍ୟ ଉପରେ ୨୫ ପତିଶତ ପର୍ଯ୍ୟନ୍ତ ଓ ରୂପା ଉପରେ ୫୦ ପତିଶତ ପର୍ଯ୍ୟନ୍ତ ରିହାତି ସହ ଅନିବସରି ସ୍ପେସାଆଲ ଆକର୍ଷଣୀୟ ଉପହାର ଗ୍ରାହାକମାନେ ପାଇପାରିବେ । ଏହି ବିଶେଷ ମୁହୁର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ଜ୍ୱେଲର୍ସର ତରଫରୁ ସମସ୍ତ ଗ୍ରାହାକବନ୍ଧୁ ମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି ।

Leave a Reply

Your email address will not be published. Required fields are marked *