କରୋନା ଅ।ରୋଗ୍ୟ ସଂକ୍ରାନ୍ତରେ ଚର୍ଚ୍ଚାହେଉ
କରୋନା ଅ ।କ୍ରାନ୍ତ ଓ ଏଥିରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂକ୍ରାନ୍ତରେ ବ୍ୟାପକ ଚର୍ଚ୍ଚା ହେଉଥିବାବେଳେ ବାସ୍ତବରେ ଯେତେ ସଂଖ୍ୟକ କରୋନା ଅ ।କ୍ରାନ୍ତ ରୋଗମୁକ୍ତ ହୋଇ ଘରକୁ ଫେରୁଛନ୍ତି ସେ ସଂକ୍ରାନ୍ତରେ ସେଭଳି ଚର୍ଚ୍ଚା ହେଉନାହିଁ । କରୋନା ନିରାକରଣ ପାଇଁ ର୍ନିଦ୍ଦିଷ୍ଟ ଔଷଧ ବାହାରି ନଥିଲେ ମଧ୍ୟ ଭାରତରେ ଅ ।କ୍ରାନ୍ତଙ୍କ ମଧ୍ୟରୁ ଅ ।ଜି ସୁଦ୍ଧା ୨୦୯ ଜଣ ରୋଗମୁକ୍ତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ଓଡିଶାରେ ବି ଦୁଇ ଜଣ କରୋନା ରୋଗୀ ଏଯାବତ ଡାକ୍ତରକାନାର ଉଦ୍ୟମ କ୍ରମେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ଅ ।ଉ ୩୭ଜଣଙ୍କର ଚିକିତ୍ସା ଚାଲିଛି । ସରକାରୀ ତଥ୍ୟ ମୁତାବକ ବୁଧବାର ସକାଳ ସୁଦ୍ଧା ବିଶ୍ୱର ବିଭିନ୍ନ ଦେଶରେ ୨,୬୦,୪୮୪ ଜଣ କରୋନା ଅ ।କ୍ରାନ୍ତ ଡାକ୍ତରମାନଙ୍କ ଉଦ୍ୟମ କ୍ରମେ ଅ ।ରୋଗ୍ୟଲାଭ କରିଛନ୍ତି । ବିଭିନ୍ନ ଦେଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଭଳି ଔଷଧ ଅନେକ କରୋନା ଭାଇରସ ସଂକ୍ରାନ୍ତ ରୋଗୀଙ୍କୁ ସୁସ୍ଥ କିରିବାରେ ସମର୍ଥ ହେଉଛି । ଏହି ଔଷଧଟି ସାଧାରଣତଃ ମ୍ୟାଲେରିଅ । ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥାଏ । ନିକଟରେ ଅ ।ମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ପ୍ରଚୁର ପରିମାଣରେ ତାଙ୍କ ଦେଶକୁ ପଠାଇବାପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ସରକାରୀ ତଥ୍ୟ ମୁତାବକ ଏଯାବତ ଓଡିଶାରେ ପରୀକ୍ଷା କରାଯାଇଥିବା ୧୮୮୮ ରକ୍ତ ନମୂନାରୁ ୩୯ଟି ପଜିଟିଭ ବାହାରିଥିବାବେଳେ ସେଥିରୁ ୩୨ଜଣ ହେଉଛନ୍ତି ଭୁବନେଶ୍ୱରର । ତେବେ ବିଶ୍ୱର ୨୦୮ଟି ଦେଶରେ କରୋନା ମହାମାରୀର ରୂପ ନେଇଥିବାବେଳେ ଅ ।ଗତୁରା ସର୍ତକତାମୂଳକ ପଦକ୍ଷେପ ନିଅ ।ଯାଇଥିବାରୁ ଓଡିଶାରେ ଏପର୍ଯ୍ୟନ୍ତ କରୋନାରେ ଦୁଇ ଜଣଙ୍କର ହେଲେ ମୃତ୍ୟୁ ହୋଛ ।ରାଜ୍ୟରେ ଅ ।ଜି ପ୍ରଥମ କରୋନା ମୃତ୍ୟୁ ଘଟିଥିବାବେଳେ ମର ଶରୀରକୁ ରାଜ୍ୟ ସରକାର ଦାହ ସଂସ୍କାର କରିବେ ଛ କେନ୍ଦ୍ର ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ଏହା କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ରାଜଧାନୀର ଝାଡପଡା ଅଞ୍ଚଳର ୭୨ବର୍ଷ ବୟସ୍କ ବ୍ୟକ୍ତିଙ୍କର ଗତକାଲି ଭୁବନେଶ୍ୱର ଏମ୍ସରେ ମୃତ୍ୟୁବରଣ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଉଚ୍ଚରକ୍ତଚାପ ସମେତ ଅନ୍ୟାନ୍ୟ କେତେକ ରୋଗରେ ଅ ।କ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବାବେଳେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ନମୂନା ପରୀକ୍ଷାପାଇଁ ଯାଇଥିଲା । ତେବେ ଗତକାଲି ରାତିରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମୃତ୍ୟୁବରଣ କରିଥିବାବେଳେ ରାଜ୍ୟ ସରକାର ଅ ।ଜି ତାଙ୍କ ନମୂନା ପଜିଟିଭ ଅ ।ସିଥିବା ସୂଚନା ଦେବା ସଂଗେ ସଂଗେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ଏକ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କରୋନା ଅ ।କ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ ଏବଂ ସରକାର ଏହାର ଅନ୍ତିମ ସଂସ୍କାର କରିବେ । ସଂକ୍ରମଣ ଅ ।ଶଙ୍କା ଯୋଗୁଁ କେନ୍ଦ୍ର ସରକାର ଏଭଳି ନିୟମ କରିଥିବାବେଳେ ଓଡିଶାରେ ପ୍ରଥମ ମୃତ୍ୟୁ ଘଟିଥିବାରୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ତେବେ ଅ ।ସନ୍ତା ମଇମାସ ଅଧା ପର୍ଯ୍ୟନ୍ତ କରୋନା ଭାରତ ସମେତ ବିଶ୍ୱରେ ତାହାର କରାଳ ରୂପ ଦେଖାଇବ ବୋଲି ବିଦେଶର ବୈଜ୍ଞାନିକମାନେ ଅ ।ଶଙ୍କାବ୍ୟକ୍ତ କରୁଥିବା ପରିପ୍ରେକ୍ଷୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରିସ୍ଥିତିକୁ ସମ୍ଭାଳିବାପାଇଁ ଅ ।ହୁରି ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିପାରିନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏଯାବତ ବିଶ୍ୱରେ ପ୍ରାୟ ୧୩ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ୭୦ହଜାରରୁ ଅଧିକଙ୍କ ମୃତ୍ୟୁ ଘଟିଛି । କବଳ ଯୁକ୍ତରାଷ୍ଟ୍ର ଅ ।ମେରିକାରେ ପ୍ରାୟ ୩ଲକ୍ଷ ୪୦ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବାବେଳେ ପାଖାପାଖି ୧୦ହଜାର ମଲେଣି । ତେବେ ଭାରତରେ ଅ ।ଜି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୫ହଜାରରୁ ତଳକୁ ଥିବାବେଳେ ମୃତ୍ୟୁସଂଖ୍ୟା ୧୧୮ରେ ସୀମିତ ରହିଛି । କରୋନା ଉପରେ ଭୟଭ ହେବା ପର ସମମ୍ବାଦ ପରବେଷଣ ନକରି ଏଥିରୁ କପରି ରକ୍ଷା ପାପାରବ ସେନେଇ ବାରମ୍ବାର ଅ ।ଲୋଚନା କରାଯାଉ
