Month: October 2023

ଜ୍ଞାନାଲୋକ ଟ୍ରଷ୍ଟ ତରଫରୁ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ରେ ବକୃତା ପ୍ରତଯୋଗୀତା

ଖୋର୍ଦ୍ଧା , 16/10: ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ରେ ଆଜି ଖୁବ୍ ସୁନ୍ଦର ଭାବରେ ଜ୍ଞାନଲୋକ ଟ୍ରଷ୍ଟ ପକ୍ଷରୁ ଏକ ବକୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାଗୃହରେ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀଲଙ୍କାର ନାଗପାଟ୍ଟିନମ୍, ଭାରତ ଏବଂ କାନକେସନ୍ତୁରାଇ ମଧ୍ୟରେ ଫେରି ସେବା ଆରମ୍ଭ କରିବାକୁ ସମ୍ବୋଧିତ କରିଛନ୍ତି।

 ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା କୂଟନ ଅମାଂଟିକ  ତିକ ଏବଂ ଅର୍ଥନ ରେଳସନସ  ତିକ ସଂପର୍କରେ...

ଜେ.କେ ପୁର ଦୁର୍ଗାପୂଜା ପ୍ରସ୍ତୁତି

ରାୟଗଡ଼ ଜିଲ୍ଲା ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ଜେ.କେ କାଗଜ କଳ ପକ୍ଷରୁ ଚଳିତ ବର୍ଷ ପୂଜାକୁ ନେଇ ପ୍ରସ୍ତୁତି ଚାଲିଛି । ପ୍ରାୟ ୫୦ବର୍ଷର ପରମ୍ପରା ଅନୁଯାୟୀ...

ବିଶ୍ୱ ମାନକ ଦିବସ: ବେଦାନ୍ତ ଆଲୁମିନିୟମ୍ ଉନ୍ନତ ଉତ୍ପାଦର ଗୁଣବତା ଏବଂ ଉତ୍କର୍ଷତା ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ

ଉଚ୍ଚମାନ ତଥା ସ୍ଥିରତା ମାନାଙ୍କ ପାଇଁ କମ୍ପାନୀର ବିସ୍ତାରିତ ଉତ୍ପାଦ ପରିସର ପ୍ରମାଣିତ ହୋଇଛି ଭୁବନେଶ୍ୱର ୧୩ ଅକ୍ଟୋବର ୨୦୨୩: ବିଶ୍ୱ ମାନକ ଦିବସ ଅବସରରେ ଆଲୁମିନିୟମର...

କିଟରେ ଜଳବାୟୁ ସମ୍ପର୍କିତ ଆଲୋଚନାଚକ୍ର,ଏବେଠୁ ସମସ୍ତେ ଶକ୍ତି ସଂରକ୍ଷଣ ନେଇ ସଚେତନ ହେବା ଜରୁରୀ: ଚେତନ ସୋଲାଙ୍କି

ଭୁବନେଶ୍ୱର,୧୩ । ୧୦: ଏବେଠୁ ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇଆଇଟି ବମ୍ବେର...

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ଇନସ୍ପିରନ୍ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’

ଭୁବନେଶ୍ୱର,୧୩ । ୧୦: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଶୁକ୍ରବାର "ଇନସ୍ପିରୋନ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍‍ର କ୍ଲବ୍‍ଗୁଡ଼ିକୁ ନେଇ...

ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

“କୌଶଳ ଦୀକ୍ଷାନ୍ତ ସାମରୋହ ଆଜିକାର ଭାରତର ଅଗ୍ରାଧିକାର ପ୍ରତିଫଳିତ କରୁଛି” ‘ସଶକ୍ତ ଯୁବ ଶକ୍ତି ଦ୍ୱାରା ଦେଶ ଅଧିକ ଉନ୍ନତି କରେ, ଏହା ଦ୍ୱାରା ରାଷ୍ଟ୍ରର ସମ୍ବଳ...

ଅକ୍ଟୋବର ୧୩ ତାରିଖରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩, ୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଯଶୋଭୂମିଠାରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦)କୁ ଉଦଘାଟନ କରିବେ...

ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ-ମୁଖ୍ୟ ଶାସନ ସଚିବ

ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସଂପର୍କରେ ପ୍ରସ୍ତାବ ଭୁବନେଶ୍ୱର ତା-୧୨.୧୦.୨୦୨୩  ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା...

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ

ଗଣ୍ଠିବାତ ରୋଗୀ ସୋସିଆଲ ମିଡିଆ, ଟିଭି ଓ ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକରୁ ଦୂରେଇ ରହନ୍ତୁ ଭୁବନେଶ୍ୱର,୧୨ ।୧୦: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ...

କିମ୍‍ସରେ ଆଲେଚନାଚକ୍ର, ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପି ପଦ୍ଧତିରେ ଲାଳ ଗ୍ରନ୍ଥି ରୋଗ ଚିକିତ୍ସା

ଭୁବନେଶ୍ୱର,୧୧ । ୧୦: କେବଳ ଯେ କିଡନୀରେ ଷ୍ଟେନ୍ ସମସ୍ୟା ଦେଖା ଦେଇଥାଏ ତା ନୁହେଁ; ଏଭଳି ସମସ୍ୟା ଆମ ଲାଳ ଗ୍ରନ୍ଥିରେ ମଧ୍ୟ ପଥର ହୋଇଥାଏ।...

ଭିର୍ଣ୍ଣକ୍ଷମ ବାପା-ମାଆ ଛେଉଣ୍ଡ ସୁକୁରମୁନି ସମାଜ ପାଇଁ ସାଜିଛି ବୋଝ

ବଡ଼ବିଲ:(ପ୍ରବାହ ନିଯୁଜ୍) ବୟସ ୩୫ ହେଲେ ଉଚ୍ଚତା ମାତ୍ର ୨ ଫୁଟ। ବଡ଼ବିଲ ପୋୖରାଞ୍ଚଳ, ୧୩ ନମ୍ବର ୱାର୍ଡ, ମନ୍ଦିରହଟିଂରେ, ମାମୁଁ ପୁଅ ଅର୍ଜୁନ ମୁଣ୍ଡାଙ୍କ ପାଖରେ...

ଡ୍ରିଙ୍କ ଫ୍ରମ ଟ୍ୟାପ ଉଦଘାଟିତ

ବଡ଼ବିଲ: ରାଜ୍ୟସରକାରଙ୍କ ଜଳ ଯୋଗାଣ ବିଭାଗ ଦ୍ଵାରା ଘରକୁ ଘର ପାନୀୟ ଜଳ ଯୋଗାଇଦେବାପାଇଁ, ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ଭରଚୁଆଲ ମୋଡ଼ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ...

ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ...

You may have missed