Day: October 14, 2023

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀଲଙ୍କାର ନାଗପାଟ୍ଟିନମ୍, ଭାରତ ଏବଂ କାନକେସନ୍ତୁରାଇ ମଧ୍ୟରେ ଫେରି ସେବା ଆରମ୍ଭ କରିବାକୁ ସମ୍ବୋଧିତ କରିଛନ୍ତି।

 ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା କୂଟନ ଅମାଂଟିକ  ତିକ ଏବଂ ଅର୍ଥନ ରେଳସନସ  ତିକ ସଂପର୍କରେ...

ଜେ.କେ ପୁର ଦୁର୍ଗାପୂଜା ପ୍ରସ୍ତୁତି

ରାୟଗଡ଼ ଜିଲ୍ଲା ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ଜେ.କେ କାଗଜ କଳ ପକ୍ଷରୁ ଚଳିତ ବର୍ଷ ପୂଜାକୁ ନେଇ ପ୍ରସ୍ତୁତି ଚାଲିଛି । ପ୍ରାୟ ୫୦ବର୍ଷର ପରମ୍ପରା ଅନୁଯାୟୀ...

ବିଶ୍ୱ ମାନକ ଦିବସ: ବେଦାନ୍ତ ଆଲୁମିନିୟମ୍ ଉନ୍ନତ ଉତ୍ପାଦର ଗୁଣବତା ଏବଂ ଉତ୍କର୍ଷତା ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ

ଉଚ୍ଚମାନ ତଥା ସ୍ଥିରତା ମାନାଙ୍କ ପାଇଁ କମ୍ପାନୀର ବିସ୍ତାରିତ ଉତ୍ପାଦ ପରିସର ପ୍ରମାଣିତ ହୋଇଛି ଭୁବନେଶ୍ୱର ୧୩ ଅକ୍ଟୋବର ୨୦୨୩: ବିଶ୍ୱ ମାନକ ଦିବସ ଅବସରରେ ଆଲୁମିନିୟମର...

You may have missed