Month: October 2023

ସମ୍‌ର ପ୍ରଫେସର ମୈତ୍ରେୟୀ ପଣ୍ଡା ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

ଭୁବନେଶ୍ୱର, ୩୧/୧୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ...

ଶୁ୍‌ଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳର ଭୁଟାନ ରାଜା ଓ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ

ଭୁବନେଶ୍ୱର, ଅକ୍ଟୋବର ୩୧, ୨୦୨୩: ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଗତ ସପ୍ତାହ...

ନାଲକୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ

ଭୁବନେଶ୍ଵର, ତା ୩୧.୧୦.୨୦୨୩ ରିଖ: କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ, ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ...

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ରେଳ ସଦନ ଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ...

ସୂଚନା ଓ ଲୋକସଂପର୍କ ବିଭାଗରେରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ

ଭୁବନେଶ୍ୱର,୩୧/୧୦/୨୦୨୩: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗ...

ଜାତୀୟ ଏକତା ଦିବସର ପବିତ୍ର ଅବସରରେ ମେରି ମାଟି ମେରା ଦେଶ ଅଭିଯାନ ଅମୃତ କଳସ ଯାତ୍ରାର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସାରା ଦେଶର ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ପ୍ରାନ୍ତରୁ ସଂଗ୍ରହ କରାଯାଇଥିବା ମାଟିରୁ ବିକଶିତ...

ପାରାଦୀପ ବନ୍ଦର ଦ୍ଵାରା ଭିଜିଲାନ୍ସ ସଚେତନତା ପ୍ରସାର ଉତ୍ସବ ଆରମ୍ଭ

କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ 30 ଅକ୍ଟୋବରରୁ 5 ନଭେମ୍ବର 2023 ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଉତ୍ସବ ପାଳନ କରୁଛନ୍ତି, ଯାହା “ଦୁର୍ନୀତିକୁ...

ପୂର୍ବତଟ ରେଳପଥ କର୍ମଚାରୀମାନେ ସତର୍କତା ସଚେତନତା ସପ୍ତାହରେ ଶପଥ ନେଲେ

ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହଟାଇବା ପାଇଁ ଆଜି ପୂର୍ବାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ପୂର୍ବ ତଟ...

ଉଠା ଜଳସେଚନ ବ୍ୟବସ୍ଥାର ବିଫଳତା ଯୋଗୁଁ ଚାଷୀ ହନ୍ତସନ୍ତ ହେବାକୁ ପଡୁଛନ୍ତି

ଅଚିନ୍ତା ରେ ବିଭାଗୀୟ ଅଧିକାରୀ ପାରଳାଖେମୁଣ୍ଡି (ନିପ୍ର) ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ ବର୍ତମାନ ବର୍ଷା ଅଭାବରୁ ଧାନ ବିଲ ଗୁଡିକ ଶୁଖି ଫାଟିଯାଇଥିବା ଦେଖିବାକୁ...

ଆଧୁନିକ ପରମ୍ପରା ମଧ୍ୟରେ ଆଜି ମଧ୍ୟ ବଞ୍ଚିଛି କୁଆଁରୀ କନ୍ୟା ମାନଙ୍କ ଜହ୍ନି ଓଷା ବ୍ରତ

ଗଜପତି : (ପ୍ରବାହ ନିୟୁଜ୍) ବର୍ତ୍ତମାନ ର ଆଧୁନିକ ଯୁଗ ରେ ଆଜି ଭି କୁମାରୀ ଝିଅ ମାନେ ନିଜ ଓ ନିଜ ପରିବାରର କଲ୍ୟାଣ ପାଇଁ...

ବିଶ୍ୱ ଷ୍ଟ୍ରୋକ୍ ଦିବସ

ସନ୍ତୁଳିତ ଜୀବନଶୈଳୀ ଓ ସତର୍କତା ଷ୍ଟ୍ରୋକ୍‌ରୁ ରକ୍ଷା କରିପାରିବ: କିମ୍‌ସ ବିଶେଷଜ୍ଞ ଭୁବନେଶ୍ୱର,୨୮ । ୧୦: ସାମାନ୍ୟ ଅବହେଳା ବ୍ରେନ ଷ୍ଟ୍ରୋକ୍ (ମସ୍ତିଷ୍କାଘାତ) ବା କେବଳ ଷ୍ଟ୍ରୋକର...

ଟିପି ଓଡ଼ିଶା ଡିସ୍‌କମ୍ ପକ୍ଷରୁ ଓଡ଼ିଶା ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି, ଏ ପର୍ଯ୍ୟନ୍ତ ସାରା ରାଜ୍ୟରୁ ୫୩,୦୦୦ରୁ ଅଧିକ ଯୁବପିଢ଼ି ପାଇସାରିଛନ୍ତି ନିଯୁକ୍ତି

• ପରିଚାଳନା, ରକ୍ଷଣାବେକ୍ଷଣ, ସୁରକ୍ଷା, ବୈଷୟିକ ଓ ପ୍ରଶାସନିକ ଭଳି ବିଭିନ୍ନ ଭୂମିକାରେ ଯୁବପିଢ଼ିଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି • ଶିଳ୍ପ ପାଇଁ ପ୍ରସ୍ତୁତ ଶ୍ରମଶକ୍ତି...

କିଟ୍‍ ବିଶ୍ୱବିଦ୍ୟାଳୟକୁ ‘୫ଜି ୟୁଜ୍‍ କେସ୍‍ ଲ୍ୟାବ୍‍’

ଭୁବନେଶ୍ୱର ୨୭ ।୧୦: ୭ମ ଇଣ୍ଡିଆନ୍‍ ମୋବାଇଲ୍‍ କଂଗ୍ରେସ ଉଦ୍‍ଘାଟନ କରିବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଟ୍‍ ବିଶ୍ୱବିଦ୍ୟାଳୟ ସମେତ ଦେଶର ଶହେଟି ଉଚ୍ଚତର...

ବିଜୟଙ୍କ ପ୍ରାୟସ ,ପାରଳାଖେମୁଣ୍ଡି ରେଳ ଷ୍ଟେସନର ହେବ ବିକାଶ

ପାରଳାଖେମୁଣ୍ଡିର ବିକାଶ ପାଇଁ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ପୂର୍ଣ୍ଣ ସମର୍ପିତ ଓ ସଂକଳ୍ପବଦ୍ଧ । ପାରଳାଖେମୁଣ୍ଡି: ୨୬:୧୦:୨୦୨୩: କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ...

କେନ୍ଦୁଝର ଜିଲ୍ଲାର କଳିଙ୍ଗ ଦୁର୍ଗାପୂଜା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିବାବେଳେ, ଆଜି ରାବଣ ପୋଡି ଖୁବ ଧୂମଧାମରେ ପାଳିତ ହୋଇଯାଇଛି

କେନ୍ଦୁଝର ଜିଲ୍ଲାର ସବୁଠୁ ବ୍ୟୟ ବହୁଳ କଳିଙ୍ଗ ଦୁର୍ଗାପୂଜା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିବାବେଳେ, ଆଜି ରାବଣ ପୋଡି ଖୁବ ଧୂମଧାମରେ ପାଳିତ ହୋଇଯାଇଛି। ବଡ଼ବିଲ ଅଂଚଳର...