Day: May 31, 2021

କୋଭିଡ ମୁକାବିଲାରେ ୭୦ କୋଟି ବ୍ୟୟ କରିବ ଷ୍ଟେଟ ବ୍ୟାଙ୍କ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଦେଶରେ କରୋନା ମହାମାରୀ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୭୦ କୋଟି ଟଙ୍କା ବ୍ୟୟ କରୁଥିବା ସୂଚନା ମିଳିଛି ।...

ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ ତିଅ ।ରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଅ ।ଣିବ । ତେବେ ଏହି...

୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି

ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ...

ଜ୍ୟାକ୍‌ଲିନଙ୍କୁ ପ୍ରଶଂସା

ବଲିଉଡ୍‌ରେ ଠିକ୍ ଠାକ୍ ଚାଲିଛି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ କ୍ୟାରିୟର୍ । ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମୁକୁଟ ବିଜୟିନୀ ହୋଇଥିଲେ । ୨୦୦୯ରେ...

ସତର୍କତା ସଚେତନତା ହିଁ କରୋନାର ବାର୍ତ୍ତାବହ ଜୟଶ୍ରୀ ପଟ୍ଟନାୟକ

କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ...

ସଂକ୍ରମଣ କାଳରେ ଅସହାୟ ବର୍ଗଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ଜରୁରୀ

ନୂଆଦିଲ୍ଲୀ, (ଏଜେନ୍ସି): ମହିଳା, ଶିଶୁ, ବରିଷ୍ଠ ନାଗରିକ, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକଙ୍କ ସମେତ ସମାଜର ସବୁ ଦୁର୍ବଳ ତଥା ଅସହାୟ ବ୍ୟକ୍ତିଙ୍କ ବିରୋଧରେ...

ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମୁଣ୍ଡପିଛା ଅ ।ୟ କ୍ଷେତ୍ରରେ ବାଂଲାଦେଶଠାରୁ ପଛରେ ପଡିଯାଇଛି । ୨୦୨୦-୨୧ ଅ ।ର୍ଥିକ ବର୍ଷରେ ବାଂଲାଦେଶ...