Month: February 2021

ଖୋର୍ଦ୍ଧାର ପୂର୍ବତନ ଆଇନଜୀବି ତଥା ଓକିଲ ସଂଘର ପୂର୍ବତନ ସଭାପତି ରବି ବର୍ମାଙ୍କ ଦେହାନ୍ତ

ଖୋର୍ଦ୍ଧା : ୨୭-୦୨-୨୦୨୧ : ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନଜୀବି ରବି ନାରାୟଣ ବର୍ମା ତାଙ୍କ ଖୋର୍ଦ୍ଧା ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଛନ୍ତି ।...

ଜଟଣୀର ସମାଜସେବୀଙ୍କ ରାମ ମନ୍ଦିର ନିର୍ମାଣାର୍ଥେ ଏକ ଲକ୍ଷ ଟଙ୍କା ସାହାଯ୍ୟ

ଜଟଣୀ : ୨୬/୦୨/୨୦୨୧ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ସହର ଅଞ୍ଚଳର ଦୁର୍ଗା ମାଧବ ବଳିଆରସିଂହ ଜଣେ ସୁନାମଧନ୍ୟ ସମାଜସେବୀ ଭାବେ ପରିଚିତ । ସେ...

ଖୋର୍ଦ୍ଧା ଗୁରୁଜଙ୍ଗ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ : ବନ୍ଧୁକ ଓ ଗୁଳି ଜବତ

ଖୋର୍ଦ୍ଧା : ୨୭/୦୨/୨୦୨୧ : ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ହୋଇଥିବା ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ। ଗତ ବର୍ଷ...

ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରୁ ୬୪ ଲିଟର ଦେଶୀ ମଦ ଜବତ : ୫ ଗିରଫ

ଖୋର୍ଦ୍ଧା : ୨୭/୦୨/୨୦୨୧ : ବେଗୁନିଆ ଅଞ୍ଚଳରୁ ବେଆଇନ ଦେଶୀ ମଦ ଜବତ । ବେଗୁନିଆ ବାଘମାରୀ ସମେତ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ...

ଜି.ଏସ.ଟି ସରଳୀକରଣ ସହିତ ପରିବର୍ତ୍ତନ ଦାବୀରେ ଖୋର୍ଦ୍ଧାରେ ଭାରତ ବନ୍ଦ ପାଳନ

ଖୋର୍ଦ୍ଧା : ୨୬/୦୨/୨୦୨୧ :  ଭାରତ ସରକାରଙ୍କ ଜିଏସ୍‌ଟି ଆଇନ୍ ସଂଶୋଧନ ତଥା ସରଳୀକରଣ ଓ ପରିବର୍ତ୍ତନ ଦାବିରେ ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ବ୍ୟବସାୟୀ ମହାସଂଘ...

ସୁରକ୍ଷା ଦାବୀରେ ଏସ୍.ପି ଙ୍କ ନିକଟରେ ସାଉଣ୍ଡ ଓ ଲାଇଟ ମାଲିକ ସଂଘର ସଭାପତି ଓ ସଦସ୍ୟ

ଖୋର୍ଦ୍ଧା : ୨୫/୦୨/୨୦୨୧ : ଗତ ଏକୋଇଶି ତାରିଖ ରାତିରେ ଖୋର୍ଦ୍ଧା ସଦର ଥାନା ତୋଟାପଡ଼ା ଠାରେ ଡିଜେ ଭ୍ୟାନ ପୋଡି ଘଟଣାରେ କାର୍ଯ୍ୟାନୁଷ୍ଠାନ ସହିତ ସୁରକ୍ଷା...

ବୋଲଗଡ଼ ର ଦିଘିରି ଠାରେ ଖୋଲିଥିବା ଇଣ୍ଡିଆନ ଅଏଲ୍ ର ନୂଆ ପେଟ୍ରୋଲ ପମ୍ପରେ କୋଭିଡ ନିୟମର ଖୋଲାଖୋଲି ଉଲଂଘନ

ବୋଲଗଡ଼ : ୨୫/୦୨/୨୦୨୧ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଦିଘିରି ଛକ ତଥା ବିଜିପୁର ତନଖି ଫାଟକ ନିକଟରେ ଇଣ୍ଡିଆନ ଅଏଲ୍ ର ଏକ ନୂତନ...

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅଭିଯୋଗ ପରେ ପୁନର୍ବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଆଇ.ସି.ଟି.ଇ ର କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ

ଖୋର୍ଦ୍ଧା : ୨୫/୦୨/୨୦୨୧ : ବିନା କୌଣସି ସୂଚନାରେ ଛଟେଇ କରା ଯାଇଥିବା  ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା କମ୍ପ୍ୟୁଟର ସଂଯୋଜକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧା : ୨୨/୦୨/୨୦୨୧ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର । କିନ୍ତୁ "ଦେଶକେ ଫାଙ୍କ... ନଇକେ ବାଙ୍କ" ଭଳି ଭିନ୍ନ ରାଜ୍ୟରେ ଭିନ୍ନ ନିୟମ । ଏହାର...

ଜି.ଏସ.ଟି ସରଳୀକରଣ ସହିତ ପରିବର୍ତ୍ତନ ଦାବୀରେ ଆସନ୍ତା ୨୬ ତାରିଖ ଭାରତ ବନ୍ଦ

ଖୋର୍ଦ୍ଧା : ୨୨/୦୨/୨୦୨୧ : ଭାରତ ସରକାରଙ୍କ ଡିଏସ୍‌ଟି ଆଇନ୍ ସଂଶୋଧନ ତଥା ସରଳୀକରଣ ଓ ପରିବର୍ତ୍ତନ ଦାବିରେ ଓଡ଼ିଶା ବ୍ୟବସାୟୀ ମହାସଂଘ ର ଖୋର୍ଦ୍ଧା ଜିଲ୍ଲା...

ଖୋର୍ଦ୍ଧା ସହରରୁ ପୁଣି ଥରେ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ : ଜଣେ ଗିରଫ

ଖୋର୍ଦ୍ଧା: ୨୨/୦୨/୨୦୨୧ :  ପୁଣି ଖୋର୍ଦ୍ଧା ସହରରେ ଧଳା ଜହର ର କାରବାର । ସମ୍ପୃକ୍ତ ବ୍ୟକ୍ତି ଗିରଫ। ସୁଦୂର ବାଙ୍ଗଲାଦେଶରୁ ଜଳେଶ୍ବର ଦେଇ ଖୋର୍ଦ୍ଧା ସହିତ...

ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍‌ କରାଯିବ, ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ, କୋଭିଡ ନୀୟମ କଡାକଡ଼ି ହେବ : ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ୨୨/୦୨/୨୦୨୧: ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ମାତ୍ରାଧିକ ହ୍ରାସ ପାଇଛି,  କିନ୍ତୁ ନିକଟ ଅତୀତରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ କରୋନା ଭାଇରସ୍‌ର ନୂଆ...

ଜେଲରୁ ଫେରି ଅପରାଧୀ ପୁଣି କରିଲେ ସଙ୍ଗୀନ ଅପରାଧ

ଖୋର୍ଦ୍ଧା : ୨୧/୦୨/୨୦୨୧ : ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ଖୋର୍ଦ୍ଧା ସବ-ଜେଲରେ ସଜ୍ଜା କାଟି ନିକଟରେ ଜେଲରୁ ଫେରିଥିବା ଅପରାଧୀ ମାନେ ପୁଣି ଘଟାଇଛନ୍ତି...

ଖୋର୍ଦ୍ଧା ପୌରପରିଷଦର ବଡ଼ଖାନା କାର୍ଯ୍ୟକ୍ରମ

ଖୋର୍ଦ୍ଧା : ୧୯/୦୨/୨୦୨୧ : ଖୋର୍ଦ୍ଧା ପୌର ପରିଷଦ ଦ୍ୱାରା ସ୍ଥାନୀୟ ବିଡିଏ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡପରେ ସ୍ବଚ୍ଛତାକୁ ନେଇ ସମସ୍ତ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟସାଥୀ, ...