କଠୋରଜନସଂଖ୍ୟାନିୟନ୍ତ୍ରଣଆଇନ୍ପ୍ରଣୟନହିଁସର୍ତ୍ତକୁଅଖଣ୍ଡଓବିକଶିତରାଷ୍ଟ୍ରରପରିଣତକରିବ — ଶ୍ରୀଅନିଲଚୌଧୁରୀ
ଆସନ୍ତାଛଅମାସମଧ୍ୟରେଜନସଂଖ୍ୟାସମାଧାନଫାଉଣ୍ଡେସନଓଡିଶାରପ୍ରତ୍ୟେକଗ୍ରାମରେନିଜରକାୟାବିସ୍ତାରକରିବା — ଶ୍ରୀବିପିନଦାସ I”,”sans-serif”;mso-bidi-language: OR’>ଭୁବନେଶ୍ୱରତା୧୭/୦୧ଜନସଂଖ୍ୟାପ୍ରଥମକାର୍ଯ୍ୟକାରିଣୀବୈଠକଭୁବନେଶ୍ଵରସ୍ଥିତଟେଲିକମଟ୍ରେନିଂସେଣ୍ଟରରେରାଜ୍ୟସଭାପତିବିପିନବିହାରିଦାସଙ୍କଅଧ୍ୟକ୍ଷତାରେଅନଷ୍ଠିତହୋଇଯାଇଛି।ବୈଠକରେରାଷ୍ଟ୍ରୀୟଅଧକ୍ଷଅନିଲଚୌଧୁରୀକାଯ୍ୟକର୍ତ୍ତାମାନଙ୍କୁସମ୍ବୋଧନକରିଥିଲେ।ଶ୍ରୀଚୌଧୁରୀତାଙ୍କବକ୍ତବ୍ୟରେକହିଥିଲେଯେଜନସଂଖ୍ୟାବିସ୍ଫୋରଣଯୋଗୁଁଆଜିଭାରତରେବେକାରୀ, ଗରିବ, କୁପୋଷଣଓଅନାହାରବୃଦ୍ଧିପାଉଛି।ଆମଦେଶରେପୃଥିବୀରସମୁଦାୟଲୋକସଂଖ୍ୟାର୧୮% ଲୋକରହିଥିବାବେଳେମାତ୍ର୨.୪
କଠୋରଜନସଂଖ୍ୟାନିୟନ୍ତ୍ରଣଆଇନ୍ପ୍ରଣୟନହିଁସର୍ତ୍ତକୁଅଖଣ୍ଡଓବିକଶିତରାଷ୍ଟ୍ରରପରିଣତକରିବ — ଶ୍ରୀଅନିଲଚୌଧୁରୀ
ଆସନ୍ତାଛଅମାସମଧ୍ୟରେଜନସଂଖ୍ୟାସମାଧାନଫାଉଣ୍ଡେସନଓଡିଶାରପ୍ରତ୍ୟେକଗ୍ରାମରେନିଜରକାୟାବିସ୍ତାରକରିବା — ଶ୍ରୀବିପିନଦାସ
ଭୁବନେଶ୍ୱରତା୧୭/୦୧ଜନସଂଖ୍ୟାପ୍ରଥମକାର୍ଯ୍ୟକାରିଣୀବୈଠକଭୁବନେଶ୍ଵରସ୍ଥିତଟେଲିକମଟ୍ରେନିଂସେଣ୍ଟରରେରାଜ୍ୟସଭାପତିବିପିନବିହାରିଦାସଙ୍କଅଧ୍ୟକ୍ଷତାରେଅନଷ୍ଠିତହୋଇଯାଇଛି।ବୈଠକରେରାଷ୍ଟ୍ରୀୟଅଧକ୍ଷଅନିଲଚୌଧୁରୀକାଯ୍ୟକର୍ତ୍ତାମାନଙ୍କୁସମ୍ବୋଧନକରିଥିଲେ।ଶ୍ରୀଚୌଧୁରୀତାଙ୍କବକ୍ତବ୍ୟରେକହିଥିଲେଯେଜନସଂଖ୍ୟାବିସ୍ଫୋରଣଯୋଗୁଁଆଜିଭାରତରେବେକାରୀ, ଗରିବ, କୁପୋଷଣଓଅନାହାରବୃଦ୍ଧିପାଉଛି।ଆମଦେଶରେପୃଥିବୀରସମୁଦାୟଲୋକସଂଖ୍ୟାର୧୮% ଲୋକରହିଥିବାବେଳେମାତ୍ର୨.୪% ସ୍ଥଳଭାଗଅଛି।ଜନସଂଖ୍ୟାବିସ୍ଫୋରଣରୁରକ୍ଷା ପାଇବାକୁହେଲେଜାତିଧର୍ମକ୍ଷେତ୍ରଓଭାଷାରୁଉର୍ଧ୍ଵ କୁଉଠିସବୁନାଗରିକଙ୍କପାଇଁଦୁଇଟିସନ୍ତାନଜନ୍ମଦେବାଆଇନ୍ବାଧ୍ୟତାମୂଳକହେବାଆବଶ୍ୟକ।ଏଥିପାଇଁବ୍ୟାପକଜନସଚେତନତାଏବଂକେନ୍ଦ୍ରଓରାଜ୍ୟସରକାରଙ୍କଉପରେ ” କଠୋରଜନସଂଖ୍ୟାନିୟନ୍ତ୍ରଣଆଇନ୍ ” ଆଣିବାପାଇଁଚାପସୃଷ୍ଟିକରିବାବାଞ୍ଛନୀୟ।ରାଷ୍ଟ୍ରୀୟସଂଯୋଜିକାଶ୍ରୀମତୀମମତାସେହଗାଲ୍ନିଜରବକ୍ତବ୍ୟରେଉପସ୍ଥିତକାଯ୍ୟକର୍ତ୍ତାଙ୍କୁଉତ୍ସାହିତକରିକହିଲେଯେଜନସଂଖ୍ୟାସମାଧାନଫାଉଣ୍ଡେସନରଆନ୍ଦୋଳନକୁତୀବ୍ରକରିବାପାଇଁପ୍ରତ୍ୟେକଦ୍ଵିତୀୟରବିବାରରେଜିଲ୍ଲାରପ୍ରତ୍ୟେକକାଯ୍ୟକର୍ତ୍ତାଏକତ୍ରିତହେବେଓମାସରଶେଷଶୁକ୍ରବାରରେପ୍ରଧାନମନ୍ତ୍ରୀଏବଂମୁଖ୍ୟମନ୍ତ୍ରୀଙ୍କଉଦ୍ଦେଶ୍ୟରେଜନସଂଖ୍ୟାନିୟନ୍ତ୍ରଣଆଇନ୍ଆଣିବାପାଇଁସ୍ମାରକପତ୍ରଜିଲ୍ଲାପାଳଙ୍କଜରିଆରେପ୍ରଦାନକରିବେ।ରାଜ୍ୟସଭାପତିତାଙ୍କସଭାପତିତ୍ବଭାଷଣରେକହିଥିଲେଯେଭାରତରେପ୍ରତ୍ୟେକମିନିଟ୍ରେ୫୦ଜଣନବଜାତପିଲାଜନ୍ମଗ୍ରହଣକରୁଥିବାବେଳେଘଣ୍ଟାରେ୩୦୦୦ଏବଂ୨୪ଘଣ୍ଟାରେ୭୨୦୦୦ପିଲାଜନ୍ମଗ୍ରହଣକରୁଛନ୍ତି।ଏଭଳିଜନ୍ମବିସ୍ଫୋରଣହେଲେଆଗାମୀଦିନରେକୃଷିକ୍ଷେତ୍ର, ଶିଳ୍ପାୟନ, ଗୃହନିର୍ମାଣ, ମୁକ୍ତବାୟୁସେବନଓପାନୀୟଜଳରବ୍ୟାପକଅଭାବହେବ।ଗୃହଯୁଦ୍ଧଲାଗିଭାରତରେପ୍ରାଚୀନସଭ୍ୟତାଲୋପପାଇଯିବ।ଭବିଷ୍ୟତପିଢ଼ିରସୁରକ୍ଷାପାଇଁଏଆନ୍ଦୋଳନକୁପ୍ରତ୍ୟେକଗାଁକୁନେବାକୁପଡିବ।ବୈଠକକୁରାଜ୍ୟସାଧାରଣସମ୍ପାଦକ ( ସଂଗଠନ ) ଶ୍ରୀମିହିରପାଣିସଂଯୋଜନକରିଥିବାବେଳେ,ରାଜ୍ୟସଂଯୋଜକଯଦୁମଣିପାଣିଗ୍ରାହୀ_ ଭାଷଣଦେଇଥିଲେ।ସହସଂଯୋଜକପ୍ରଦୀପମହନ୍ତ,ଉପସଭାପତିନିଗମାନନ୍ଦପଟ୍ଟନାୟକ, ଗୋବିନ୍ଦଅଗ୍ରୱାଲ,ପ୍ରଦୀପକମାରଜେନା,ପ୍ରଭାତଜେନା,ପ୍ରଭାରିକୃଷ୍ଣଚନ୍ଦ୍ରପରିଡା, ଗଣମାଧ୍ୟମସଂଯୋଜକଗଗନସ୍ଵାଇଁ,ସୋସିଆଲମିଡିଆପ୍ରଭାରିଦିଲ୍ଲୀପସାହୁ,ରାଜ୍ୟମହିଳାସାମୁଖ୍ୟରସଭାନେତ୍ରୀଭାରତୀପଣ୍ଡା, ଯୁବସାମୁଖ୍ୟରସଭାପତିଅଶୋକସେଠି, ସମସ୍ତରାଜ୍ୟସମ୍ପାଦକସମ୍ପାଦିକା, ସମସ୍ତ୩୨ଜିଲ୍ଲାରଜିଲ୍ଲାସଭାପତିବକ୍ତବ୍ୟରଖିଥିଲେ।ଵୈଠକରେରାଜ୍ୟକର୍ଜ୍ୟକରିଣୀସଦସ୍ୟ, ସମସ୍ତଜିଲ୍ଲାରମହିଳାଓଯୁବସାମୁଖ୍ୟରସଭାପତି, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ପ୍ରଚାରକ ବିପିନ ନନ୍ଦ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ନିଜର ବକ୍ତବ୍ୟ ରଖି ଥିଲେ।ରାଜ୍ୟସମ୍ପାଦକମଞ୍ଜୁଲତାମାଲିକ୍, ନନ୍ଦିନୀଶତପଥୀ, ସରୋଜିନୀପଟ୍ଟନାୟକ, ସୁମନ୍ସିଂ,ତୃପ୍ତିମୟୀପଣ୍ଡା, କୋଷବତିଓତା, ସାଗରିକାଦାସ, ହେମଲତାଦାସକାର୍ଯ୍ୟକ୍ରମରପରିଚାଳନାକରିଥିଲେ, ଶେଷରେସାଧାରଣସମ୍ପାଦକଜଗନ୍ନାଥଗଡନାୟକସିଂଧନ୍ୟବାଦଅର୍ପଣକରିଥିଲେ।
