ଟ୍ରେନ୍ ଧକ୍କାରେ ମାଇ ହାତୀର ମୃତ୍ୟୁ !

କେନ୍ଦୁଝର: (ପ୍ରବାହ ନିୟ୍ୟୁଜ୍)ଘଟଣା ଟି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ପଳସା ପଞ୍ଚାୟତର ଉଚ୍ଚୁବାଲି ଠାରେ ! ଆଜି ଭୋର ସମୟରେ ମାଳବାହି ଟ୍ରେନ ଧକାରେ ହାତିଟିର ମୃତ୍ୟୁ ହୋଇଥିବା ଜଣା ପଡିଛି l


ମୃତ ହାତୀଟିକୁ ବର୍ତ୍ତମାନ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *